• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th Oct 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଭୂମି କ୍ରୟର ସୁଯୋଗ ଆସିପାରେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର ଚନ୍ଦ୍ର – ବୃଷ ଅହୋରାତ୍ର ଘାତ ଚନ୍ଦ୍ର- ମେଷ ରାଶିର ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ – ୨ପାଦ ରାତ୍ରି ୦୧/୩୧ ଗତେ ୧ପାଦ

Pisces

ମୀନ

Friday 14 Oct 2022

ପୂ , ଭାଦ୍ରପଦ - ବିଶେଷତଃ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ । ପ୍ରେମ ସଂପର୍କ ମଜବୁତ୍ ରହିବ । ଚାକିରି କ୍ଷେତ୍ରରେ ଆପଣଙ୍କ ଭଲ କାମ ଦେଖି ସହକର୍ମୀ ମାନେ ଇର୍ଷାପରାୟଣ ହେବେ ।

ଉ , ଭଦ୍ରପଦ - ବ୍ୟବସାୟି ମାନେ ବ୍ୟବସାୟରେ କିଛିଟା ଲାଭବାନ୍ ହୋଇ ପାରନ୍ତି । ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ । ଶିକ୍ଷାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।

ରେବତୀ – ମାଲିମକନ୍ଦମାରେ ପରାଜୟ ଶିକାର କରିବାକୁ ପଡିବ । ମହିଳା ମାନେ ଖୁସି ଅନୁଭବ କରିବେ ।

ପ୍ରତିକାର – କୈାଣସି ସାଧୁଙ୍କୁ ଦାନ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :