• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th Oct 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଭୂମି କ୍ରୟର ସୁଯୋଗ ଆସିପାରେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର ଚନ୍ଦ୍ର – ବୃଷ ଅହୋରାତ୍ର ଘାତ ଚନ୍ଦ୍ର- ମେଷ ରାଶିର ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ – ୨ପାଦ ରାତ୍ରି ୦୧/୩୧ ଗତେ ୧ପାଦ

Aquarius

କୁମ୍ଭ

Friday 14 Oct 2022

ଧନିଷ୍ଠା – ଦେହ,ମନ ଭଲ ରହିବ କିନ୍ତୁ ମାନସିକ ଅଶାନ୍ତି ଦେଖା ଦେଇପାରେ । ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସଂପର୍କ ବଢିବ । ଚଞ୍ଚଳ ମନ ଯୋଗୁ କୈାଣସି କର୍ମ ଠିକ୍ ଭାବରେ କରିପାରିବେ ନାହିଁ । ବୈବାହିକ ବଦ୍ଧନରେ ଆବଦ୍ଧ ହୋଇପାରନ୍ତି

ଶତଭିଷା – ରାଜନୈତିକ ଶତୃତା ବଢିପାରେ । ବ୍ୟବସାୟରେ ସର୍ତକତା ଅବଲମ୍ବନ କରିଲେ ଲାଭବାନ୍ ହେବେ । ଛାତ୍ରଛାତ୍ରି ମାନେ ପଢାରେ ଆଗେଇ ରହିବେ ।

ପୂ , ଭାଦ୍ରପଦ – ଜମିବାଡି ସଂପର୍କୀୟ ବିବାଦରୁ ମୁକ୍ତି ପାଇବେ । ମହିଳା ମାନେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ପ୍ରତିକାର – କଳା ରାଶିକୁ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :