ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶନିବାର । ଚନ୍ଦ୍ର – କନ୍ୟା ଅହୋରାତ୍ର,ତିଥି - ୭ମୀ ସନ୍ଧ୍ୟା ୦୭.୨୩ ଗତେ ୮ମୀ,ଘାତ ଚନ୍ଦ୍ର – ବୃଷ ଅହୋରାତ୍ର,ଘାତ ବାର – ବୃଷ, ସିଂହ ଓ କନ୍ୟା ,ପୁଷ୍କର ଦୋଷ – ୨ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୭.୨୩ ଗତେ ୧ ପାଦ ।