• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th September 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଚାକିରି ସମ୍ବଦ୍ଧିୟ ଭଲ ଖବର ମିଳିବ

ସୈାର ସିଂହ ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ମଙ୍ଗଳବାର ତିଥି – ୩ୟା ଦିବା ୧୦/୩୭ ଗତେ ୪ର୍ଥୀ ଚନ୍ଦ୍ର – ମୀନ ପ୍ରାତଃ ୦୬/୩୬ ଗତେ ମେଷ ଘାତ ଚନ୍ଦ୍ର- ଧନୁ ରାଶିର ପ୍ରାତଃ ୦୬/୩୬ ଗତେ ମେଷ ଘାତ ବାର – ମକର ରାଶିର ପୁଷ୍କର ଦୋଷ - ୧ ପାଦ - କୃଷିହାନି-ଭୂମିଦାନ

Leo

ସିଂହ

Tuesday 13 Sep 2022

ମଘା – ମହିଳା ମାନେ ଗୃହ ଚିନ୍ତାରେ ବ୍ୟସ୍ତ ରହିବେ

ପୂ , ଫାଲଗୁନୀ - ପଡୋଶୀଙ୍କ କୁମନ୍ତ୍ରଣା ପରିସ୍ଥିତିକୁ ସଙ୍ଗିନ କରିପାରେ

ଉ , ଫାଲଗୁନୀ – ମାଲିମକନ୍ଦମାରେ ଫସି ଯାଇ ପାରନ୍ତି ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧ ପ୍ରତିକାର – ମାତଙ୍ଗିଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :