• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th September 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଚାକିରି ସମ୍ବଦ୍ଧିୟ ଭଲ ଖବର ମିଳିବ

ସୈାର ସିଂହ ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ମଙ୍ଗଳବାର ତିଥି – ୩ୟା ଦିବା ୧୦/୩୭ ଗତେ ୪ର୍ଥୀ ଚନ୍ଦ୍ର – ମୀନ ପ୍ରାତଃ ୦୬/୩୬ ଗତେ ମେଷ ଘାତ ଚନ୍ଦ୍ର- ଧନୁ ରାଶିର ପ୍ରାତଃ ୦୬/୩୬ ଗତେ ମେଷ ଘାତ ବାର – ମକର ରାଶିର ପୁଷ୍କର ଦୋଷ - ୧ ପାଦ - କୃଷିହାନି-ଭୂମିଦାନ

Cancer

କର୍କଟ

Tuesday 13 Sep 2022

ପୁନର୍ବସୁ - ବ୍ୟବସାୟ ସଂପୂର୍ଣ୍ଣ କ୍ଷତିରେ ଚାଲିପାରନ୍ତି

ପୁଷ୍ୟା – ଦୂର୍ଘଟଣାର ସମ୍ଭାବନା ଅଛି, ସତର୍କ ରୁହନ୍ତୁ

ଅଶ୍ଳେଷା- ଭାଇ, ଭାଇ ମଧ୍ୟରେ କଳହ ଦେଖା ଦେଇପାରେ

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :