• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th September 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଚାକିରି ସମ୍ବଦ୍ଧିୟ ଭଲ ଖବର ମିଳିବ

ସୈାର ସିଂହ ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ମଙ୍ଗଳବାର ତିଥି – ୩ୟା ଦିବା ୧୦/୩୭ ଗତେ ୪ର୍ଥୀ ଚନ୍ଦ୍ର – ମୀନ ପ୍ରାତଃ ୦୬/୩୬ ଗତେ ମେଷ ଘାତ ଚନ୍ଦ୍ର- ଧନୁ ରାଶିର ପ୍ରାତଃ ୦୬/୩୬ ଗତେ ମେଷ ଘାତ ବାର – ମକର ରାଶିର ପୁଷ୍କର ଦୋଷ - ୧ ପାଦ - କୃଷିହାନି-ଭୂମିଦାନ

Aries

ମେଷ

Tuesday 13 Sep 2022

ପୂ , ଭାଦ୍ରପଦ - ନୃତ୍ୟ ବାଦି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି

ଉ , ଭଦ୍ରପଦ - ନୂଆ ସ୍ରୋତରୁ ଧନ ଲାଭ ହୋଇପାରେ

ରେବତୀ – ଅଭିଭାବକ ଠାରୁ ଉପହାର ପାଇପାରନ୍ତି

ପ୍ରତିକାର – ହଳଦିଆ ରଙ୍ଗର ଭୋଗ ଲଗାଇ ପିଲାଙ୍କୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :