Daily Horoscope 13th November 2024: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍ ଧନ ଲାଭ ହେବ
/odishatv-khabar/media/media_files/uploadimage/library/16_9/16_9_0/IMAGE_1731466628-560147.jpg)
ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ବୁଧବାର । ଚନ୍ଦ୍ର- ମୀନ ରାତ୍ରି ୦୩.୧୦ ଗତେ ମେଷ,ତିଥି- ୧୨ଶୀ ଦିବା ୦୧.୦୧ ଗତେ ୧୩ଶୀ,ଘାତଚନ୍ଦ୍ର- ଧନୁ ରାଶିର, ରାତ୍ରି ୦୩.୧୦ ଗତେ ମେଷ ରାଶିର,ଘାତବାର- କର୍କଟ ରାଶିର ,ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୧.୦୧ ପର୍ଯ୍ୟନ୍ତ