Advertisment

Daily Horoscope 13th January 2025: ଆଜି ଏହି ରାଶିର ବ୍ୟକ୍ତି ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି

author-image
Pallipuspa Samal
Daily Horoscope 13th January 2025: ଆଜି ଏହି ରାଶିର ବ୍ୟକ୍ତି ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ସୋମବାର । ଚନ୍ଦ୍ର- ମିଥୁନ ରାତ୍ରି ୦୪.୪୯ ଗତେ କର୍କଟ,ତିଥି- ପୂର୍ଣ୍ଣିମା ରାତ୍ରି ୦୩.୫୬ ଗତେ ପ୍ରତିପଦ, ଘାତଚନ୍ଦ୍ର- କନ୍ୟା ରାଶିର ରାତ୍ରି ୦୪.୧୯ ପର୍ଯ୍ୟନ୍ତ,ପୁଷ୍କର ଦୋଷ- ଦିବା ୧୦.୩୮ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।