Daily Horoscope 12th March 2024: ଆଜି ଏହି ରାଶିର ବ୍ୟକ୍ତିଙ୍କର ଭ୍ରମଣର ଯୋଗ ରହିଛି
/odishatv-khabar/media/media_files/uploadimage/library/16_9/16_9_0/IMAGE_1710212750-783841.jpg)
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୨ ତାରିଖ ମଙ୍ଗଳବାର । ଚନ୍ଦ୍ର- ମୀନ ରାତ୍ରି ୦୮.୩୦ ଗତେ ମେଷ,ତିôଥ- ୨ୟା ପ୍ରାତଃ ୦୭.୧୩ ଗତେ ୩ୟା(କ୍ଷୟ) ରାତ୍ରି ୦୪.୦୪ ଗତେ ୪ର୍ଥୀ,ଘାତଚନ୍ଦ୍ର- ଧନୁ ରାଶିର ରାତ୍ରି ୦୮.୩୦ ଗତେ ମେଷ ରାଶିର,ଘାତବାର- ମକର ,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ପ୍ରାତଃ ୦୭.୧୩ ଗତେ ୧ପାଦ-କୃଷିହାନି-ଭୂମିଦାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
