Daily Horoscope 12th March 2023: ଏହି ରାଶିର ବ୍ୟକ୍ତି ଆଜି ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି
/odishatv-khabar/media/media_files/uploadimage/library/16_9/16_9_0/IMAGE_1678589331-915418.jpg)
ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ରବିବାର । ଚନ୍ଦ୍ର – ତୁଳା ରାତ୍ରି ୦୨.୧୭ ଗତେ ବିଛା,ତିଥି – ୫ମୀ ରାତ୍ରି ୧୦.୦୧ ଗତେ ୬ଷ୍ଠୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର- ମେଷ,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ପ୍ରାତଃ ୦୭.୫୯ ଗତେ ୨ ପାଦ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
