Daily Horoscope 12th Dec 2022: ଆଜି ଏହି ରାଶିର ବ୍ୟକ୍ତିଙ୍କର ଦୂର ଯାତ୍ରାର ଯୋଗ ରହିଛି

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ସୋମବାର ଚନ୍ଦ୍ର – କର୍କଟ ଅହୋରାତ୍ର ତିଥି- ୪ର୍ଥୀ ସନ୍ଧ୍ୟା ୦୬.୪୯ ଗତେ ୫ମୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମିଥୁନ ପୁଷ୍କର ଦୋଷ – ନାସ୍ତି

Aries

ମେଷ

Monday 12 Dec 2022

ଅଶ୍ୱନୀ – ବିଶେଃଷ ସୂତ୍ରରୁ ଅର୍ଥ ଲାଭ କରିବେ । ରକ୍ତ ସମ୍ପର୍କୀୟ ଜଣେ ବନ୍ଧୁଙ୍କ ସାହାର୍ଯ୍ୟର ପ୍ରତିଶ୍ରୁତି ଦେବେ , ସୁଯୋଗ ପାଇ କାମ ହାସଲ କରିବେ ।

ଦ୍ୱିଜା – ରାଜନିତିରେ ସାଧାରଣ କଥାକୁ ନେଇ ବିରକ୍ତି ଭାବ ପ୍ରକାଶ କରିବେ । ରଚନାତ୍ମକ କାମରେ ଉଚ୍ଚ ପ୍ରଂଶସା ପାଇବେ ।

କୃତିକା – ସାମାଜିକ ସ୍ତରରେ ପ୍ରଂଶସିତ ହୋଇପାରନ୍ତି । ଅଦାଲତରୁ ଶୁଭଫଳ ପାଇବେ ।

ପ୍ରତିକାର – ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :