Daily Horoscope 11th September 2022: ଏହି ରାଶିର ବ୍ୟକ୍ତିଙ୍କ ବ୍ୟବସାୟରେ ନୂଆ ପ୍ରସ୍ତାବ ଆସିପାରେ
/odishatv-khabar/media/media_files/uploadimage/library/16_9/16_9_0/IMAGE_1662867588-260489.jpg)
ସୈାର ସିଂହ ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର ତିଥି – ପ୍ରତିପଦ ଦିବା ୦୧/୧୫ ଗତେ ୨ୟା ଚନ୍ଦ୍ର – ମୀନ ଅହୋରାତ୍ର ଘାତ ଚନ୍ଦ୍ର- ଧନୁ ଅହୋରାତ୍ର ଘାତ ବାର – ମେଷ ରାଶିର ପୁଷ୍କର ଦୋଷ – ୨ ପାଦ - କୃଷି ଓ ବଂଶହାନି-ଭୂମି ଓ ତିଳକାଞନ ଦାନ ଦିବା ୦୮/୦୨ ଗତେ ୧ପାଦ-କୃଷିହାନି-ଭୂମିଦାନ ଦିବା ୦୧/୧୫ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
