• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th June 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ସଫଳତା ପାଇବେ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୧ ମଙ୍ଗଳବାର,ଚନ୍ଦ୍ର- କର୍କଟ ରାତ୍ରି ୧୧.୩୯ ଗତେ ସିଂହ ତିଥି- ୫ମୀ ସନ୍ଧ୍ୟା ୦୫.୨୭ ଗତେ ୬ଷ୍ଠୀ ,ଘାତଚନ୍ଦ୍ର- ରାତ୍ରି ୧୧.୩୯ ଗତେ କର୍କଟ ଓ ମକର ରାଶିର ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ପାଦ-କୃଷିହାନି-ଭୂମିଦାନ

Gemini

ମିଥୁନ

Tuesday 11 Jun 2024

ମୃଗଶିରା- ବ୍ୟବସାୟରେ ଦୂର ଯାତ୍ରା କରିବାର ସୁଯୋଗ ରହିଛି । ଅନିଛା ସତ୍ୱେ ସ୍ଥାନାନ୍ତର ହୋଇ ପାରନ୍ତି । ପରିବାରରେ ସମସ୍ତଙ୍କୁ ସାହାର୍ଯ୍ୟ କରିବାରେ ସଫଳ ହେବେ ।

ଆଦ୍ରା- ଚାକିରିରେ କ୍ଷେତ୍ରରେ ଅସୁବିଧା ଦେଖା ଦେଇପାରେ । ରାଜନୈତିକ କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ ।

ପୁନର୍ବସୁ- କୋର୍ଟକଚେରୀରେ ମନ୍ଥରତା ଲାଗିରହିବ । ମହିଳା ମାନେ ନିଜ ମନୋଭାବକୁ ପ୍ରକାଶ କରନ୍ତୁ ନାହିଁ । ଶତୃ ମାନେ ହଠାତ୍ ମିତ୍ରତା ସାଜିବା ପାଇଁ ଚେଷ୍ଟିତ ହେବେ ।

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :