Advertisment

Daily Horoscope 11th June 2023: ଏହି ରାଶିର ବ୍ୟକ୍ତି ଆଜି ନିଜ ମନ ପସନ୍ଦର ଜୀବନ ସାଥୀ ଚୟନ କରିବେ

author-image
Pallipuspa Samal
Daily Horoscope 11th June 2023: ଏହି ରାଶିର ବ୍ୟକ୍ତି ଆଜି ନିଜ ମନ ପସନ୍ଦର ଜୀବନ ସାଥୀ ଚୟନ କରିବେ
ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର । ଚନ୍ଦ୍ର – କୁମ୍ଭ ଦିବା ୦୮.୪୬ ଗତେ ମୀନ,ତିଥି – ୮ମୀ ଦିବା ୧୨.୦୬ ଗତେ ୯ମୀ । ଘାତ ଚନ୍ଦ୍ର – ମିଥୁନ, ମୀନ ଦିବା ୦୮.୪୬ ଗତେ ଧନୁ,ଘାତ ବାର – ମେଷ,ପୁଷ୍କର ଦୋଷ – ୨ପାଦ- କୃଷି ଓ ବଂଶହାନି-ଭୂମି ଓ ତିଳକାଞନ ଦାନ ଦିବା ୦୨.୩୨ ଗତେ ୧ ପାଦ- କୃଷିହାନି- ଭୂମିଦାନ ।