• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th July 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ରୋଜଗାରରେ ନୂତନ ସୁଯୋଗ ସୃଷ୍ଟି ହେବ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ବୁଧବାର,ଚନ୍ଦ୍ର- ସିଂହ ଅହୋରାତ୍ର,ତିଥି- ୪ର୍ଥୀ ପ୍ରାତଃ ୦୭.୫୨ ଗତେ ୫ମୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର, ପୁଷ୍କର ଦୋଷ- ନାସ୍ତି ।

Sagittarius

ଧନୁ

Wednesday 10 Jul 2024

ମୂଳା- ଦାନ ଧର୍ମରେ ଦୀକ୍ଷିତ ହେବେ । ରପ୍ତାନି ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ସପରିବାର ଧର୍ମ ସ୍ଥାନକୁ ଯିବା ପାଇଁଯୋଜନା କରିପାରନ୍ତି ।

ପୂ,ଷାଢା- ପରୋକ୍ଷ ଭାବରେ ଖଳ ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି । କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ । ଶିକ୍ଷା, ପରୀକ୍ଷା, ବନ୍ଧୁଙ୍କ ସହ ଆଲୋଚନା ବିଶେଷ ସନ୍ତୋଷଜନକ ନ ହୋଇପାରେ।

ଉ,ଷାଢା- ଧାର୍ମିକ କାର୍ଯ୍ୟରେ ଯୋଗଦେଇପାରନ୍ତି । ନିର୍ମାଣ, ପରିବହନ, ସଭାସମିତି, ସାମ୍ବାଦିକତା ପ୍ରଭୃତି କ୍ଷେତ୍ରରେ ସମସ୍ୟା ଦୂର ହେବ। ଆଲୋଚନା କ୍ଷେତ୍ରରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ।

ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :