• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th July 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ରୋଜଗାରରେ ନୂତନ ସୁଯୋଗ ସୃଷ୍ଟି ହେବ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ବୁଧବାର,ଚନ୍ଦ୍ର- ସିଂହ ଅହୋରାତ୍ର,ତିଥି- ୪ର୍ଥୀ ପ୍ରାତଃ ୦୭.୫୨ ଗତେ ୫ମୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର, ପୁଷ୍କର ଦୋଷ- ନାସ୍ତି ।

Aquarius

କୁମ୍ଭ

Wednesday 10 Jul 2024

ଧନିଷ୍ଠା-ପାରିସ୍ପରିକ ଆଲୋଚନା କ୍ରମେ ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ । ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ କିମ୍ବା ଚକ୍ଷୁକର୍ଣ୍ଣ ପୀଡାରୁ କଷ୍ଟ ପାଇବେ । ବୈବାହିକ ଜିବନ ସୁଖମୟ ହେବ ।

ଶତଭିଷା- ଚାକିରିରେ ପଦୋନ୍ନତି ମିଳିବ ଏବଂ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଘନିଷ୍ଠତା ବଢିବ । ପ୍ରେମିକ ପ୍ରେମିକା ମାନଙ୍କ ସମ୍ପର୍କ ସ୍ଥିର ଓ ମଧୁର ହେବା ନେଇ ସମସ୍ୟା ରହିବ । ଛାତ୍ରଛାତ୍ରୀ ମାନେ ଶିକ୍ଷାରେ ଚମତ୍କାର ଫଳାଫଳ କରିବେ ।

ପୂ,ଭାଦ୍ରପଦ- ଆନୁଷ୍ଠାନିକ କାର‌୍ୟ୍ୟରେ ନିଜକୁ ନିୟୋଜିତ କରି ଖୁସି ହେବେ । ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ । ସାମାଜିକ ସ୍ତରରେ ଅନ୍ୟମାନଙ୍କ ଭୁଲ୍ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ।

ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :