Daily Horoscope 10th Dec 2022: ଆଜି ଏହି ରାଶିର ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର । ଚନ୍ଦ୍ର – ମିଥୁନ ଅହୋରାତ୍ର ତିଥି- ୨ୟା ଦିବା ୦୧/୪୮ ଗତେ ୩ୟା ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ପାଦ - କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୦୧/୪୮ ୧ପାଦ

Aries

ମେଷ

Saturday 10 Dec 2022

ଅଶ୍ୱନୀ – ଶାରିରୀକ ପିଡାରୁ ମୁକ୍ତି ମିଳିବ । ପାରିବାରିକ ଜୀବନରେ ସନ୍ତାନ ଲାଭ ରହିଛି । କର୍ମ କ୍ଷେତ୍ରରେ ବିଫଳତା ଦେଖାଦେବ ।

ଦ୍ୱିଜା – ରାଜନୀତିରେ ସମ୍ପୂର୍ଣ୍ଣ ବିଫଳ ଯୋଗ ରହିଛି । ବ୍ୟବସାୟ ମଧ୍ୟମ ଧରଣର ରହିବ । ଛାତ୍ରଛାତ୍ରୀ ମାନଙ୍କ ଆଶା ସଫଳ ହେବ ।

କୃତିକା – ମହିଳା ମାନେ ଅନ୍ୟକୁ ସାହାଯ୍ୟ କରିବେ । ବିବାଦ ଭିତରକୁ ଆପେ ଟାଣି ହୋଇ ଯିବେ ।

ପ୍ରତିକାର- “ଓଁ ଅଂ ଅଙ୍ଗାରକାୟ ନମଃ” ଏହି ମନ୍ତ୍ରକୁ ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :