Advertisment
ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଗୁରୁବାର। ଚନ୍ଦ୍ର- ମେଷ ରାତ୍ରି ୦୧.୨୩ ଗତେ ବୃଷ। ତିଥି- ୩ୟା ରାତ୍ରି ୧୦.୫୪ ଗତେ ୪ର୍ଥୀ। ଘାତଚନ୍ଦ୍ର – ମେଷ ରାଶିର , ରାତ୍ରି ୦୧.୨୩ ଗତେ ବିଛା ରାଶିର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ – ରାତ୍ରି ୦୮.୦୨ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
Advertisment
ଶୁଭ ସମୟ-
ପ୍ରାତଃ – ୦୫.୪୩ ରୁ ୦୭.୧୬
ସନ୍ଧ୍ୟା – ୦୬.୧୩ ରୁ ୦୯.୩୦
ରାତ୍ରି – ୦୧.୦୬ ରୁ ୦୩.୧୫
ରାତ୍ରି – ୦୪.୦୪ ରୁ ୦୫.୪୩
ଅଶୁଭ ସମୟ-
ରାହୁକାଳ- ଦିବା ୦୧.୦୧ ରୁ ୦୨.୨୯
କାଳବେଳା- ଦିବା ୦୨.୨୯ ରୁ ୦୩.୫୬
ବାରବେଳା- ଦିବା ୦୩.୫୬ ରୁ ୦୫.୨୪
କାଳରାତ୍ରି – ରାତ୍ରି ୧୧.୩୩ ରୁ ୦୧.୦୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)