ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୯ ସୋମବାର । ଚନ୍ଦ୍ର – ତୁଳା ଦିବା ୦୯.୩୦ ଗତେ ବିଛା । ତିଥି - ୬ଷ୍ଠୀ ରାତ୍ରି ୧୧.୨୭ ଗତେ ୭ମୀ
ଘାତଚନ୍ଦ୍ର – ନାସ୍ତି । ଘାତବାର – ମିଥୁନ ରାଶିର । ପୁଷ୍କରଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୪.୧୧ ପର୍ଯ୍ୟନ୍ତ,ତା’ପରେ ରାତ୍ରି ୧୧.୨୭ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
ଶୁଭ ସମୟ-
ପ୍ରାତଃ – ୦୬.୦୩ ରୁ ୦୭.୩୨
ଦିବା – ୧୦.୪୬ ରୁ ୦୧.୦୮
ଦିବା – ୦୪.୨୨ ରୁ ୦୫.୦୩
ସନ୍ଧ୍ୟା – ୦୬.୩୯ ରୁ ୦୯.୦୬
ରାତ୍ରି – ୧୧.୫୬ ରୁ ୦୨.୪୭
ଅଶୁଭ ସମୟ-
ରାହୁକାଳ - ପ୍ରାତଃ ୦୭.୩୨ ରୁ ୦୯.୦୦
କାଳବେଳା – ପ୍ରାତଃ ୦୭.୩୨ ରୁ ୦୯.୦୦
ବାରବେଳା- ଦିବା ୦୨.୫୪ ରୁ ୦୪.୨୨
କାଳରାତ୍ରି – ରାତ୍ରି ୧୦.୨୫ ରୁ ୧୧.୫୬
Today Panchang 9th March 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୯ ସୋମବାର । ଚନ୍ଦ୍ର – ତୁଳା ଦିବା ୦୯.୩୦ ଗତେ ବିଛା । ତିଥି - ୬ଷ୍ଠୀ ରାତ୍ରି ୧୧.୨୭ ଗତେ ୭ମୀ ଘାତଚନ୍ଦ୍ର – ନାସ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)