Panchang Photograph: (OTV)
ଆଜିର ପଞ୍ଚାଙ୍ଗ
ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୦୯ତାରିଖ ଶୁକ୍ରବାର ।
ଚନ୍ଦ୍ର - କନ୍ୟା ଅହୋରାତ୍ର
ତିଥି – ୬ଷ୍ଠୀ ପ୍ରାତଃ ୦୭.୦୫.୪୨ ଗତେ୭ମୀ
ଘାତଚନ୍ଦ୍ର – ବୃଷ ରାଶିର ଅହୋରାତ୍ର
ଘାତବାର – ବିଛା ,ଧନୁ ଓ ମୀନ ରାଶିର
ପୁଷ୍କର ଦୋଷ - ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ପ୍ରାତଃ ୦୭.୦୫ ଗତେ ୨ ପାଦ - ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୧.୪୧ ଗତେ ୧ ପାଦ -ପଶୁ ସମ୍ପଦ ନାଶ - ଅନ୍ନ ଦାନ
ଶୁଭ ସମୟ-
ପ୍ରାତଃ – ୦୬.୨୭ ରୁ ୦୭.୧୦
ପ୍ରାତଃ - ୦୭.୫୪ ରୁ ୦୯.୧୦
ଦିବା – ୧୨.୧୫ ରୁ ୦୩.୦୯
ଦିବା – ୦୩.୫୩ ରୁ ୦୫ ୨୦
ସନ୍ଧ୍ୟା – ୦୬.୧୨ ରୁ ୦୮.୩୭
ରାତ୍ରି – ୧୨.୨୦ ରୁ ୦୨.୦୫
ରାତ୍ରୀ – ୦୨.୫୭ ରୁ ୦୪.୪୨
ଅଶୁଭ ସମୟ -
ରାହୁକାଳ – ଦିବା ୧୦.୩୨ ରୁ ୧୧.୫୩
କାଳବେଳା –ଦିବା ୧୦.୩୨ରୁ ୧୧.୫୩
ବାରବେଳା – ଦିବା ୦୩.୫୭ ରୁ ୦୫.୧୯
କାଳରାତ୍ରି – ରାତ୍ରୀ ୧୧.୫୩ ରୁ ୦୧.୩୧
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/09/panchang-2026-01-09-08-38-25.jpg)