Advertisment
ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୦୯ ସୋମବାର। ଚନ୍ଦ୍ର – ତୁଳା ରାତ୍ରି ୦୧.୧୧ ଗତେ ବିଛା। ତିଥି – ୮ମୀ ଅହୋରାତ୍ର। ଘାତଚନ୍ଦ୍ର – ନାସ୍ତି। ଘାତବାର – ମିଥୁନ ରାଶିର। ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନଦାନ।
ଶୁଭ ସମୟ-
ପ୍ରାତଃ – ୦୬.୨୨ ରୁ ୦୭.୪୭
ଦିବା – ୧୦.୫୩ ରୁ ୦୧.୦୮
ଦିବା – ୦୪.୧୪ ରୁ ୦୪.୫୪
ସନ୍ଧ୍ୟା – ୦୬.୩୦ ରୁ ୦୯.୦୨
ରାତ୍ରି – ୧୨.୦୦ ରୁ ୦୨.୫୮
ଅଶୁଭ ସମୟ-
ରାହୁକାଳ - ପ୍ରାତଃ ୦୭.୪୭ ରୁ ୦୯.୧୧
କାଳବେଳା - ପ୍ରାତଃ ୦୭.୪୭ ରୁ ୦୯.୧୧
ବାରବେଳା- ଦିବା ୦୨.୫୦ ରୁ ୦୪.୧୪
କାଳରାତ୍ରି – ରାତ୍ରି ୧୦.୨୫ ରୁ ୧୨.୦୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)