Advertisment

Today Panchang 8th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ବୁଧବାର। ଚନ୍ଦ୍ର- ମେଷ ଅହୋରାତ୍ର। ତିଥି- ପ୍ରତିପଦ ପ୍ରାତଃ ୦୫.୫୩ ଗତେ ୨ୟା ରାତ୍ରି ୦୨.୨୨ ଗତେ ୩ୟା। ଘାତଚନ୍ଦ୍ର – ମେଷ ରାଶିର ଅହୋରାତ୍ର। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ – ପ୍ରାତଃ ୦୫.୫୩ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ।

undefined

ଶୁଭ ସମୟ-

ପ୍ରାତଃ – ୦୫.୪୨ ରୁ ୦୮.୦୩
ଦିବା – ୧୦.୨୩ ରୁ ୧୧.୩୪
ଦିବା – ୦୧.୩୧ ରୁ ୦୩.୫୧
ସନ୍ଧ୍ୟା – ୦୬.୧୪ ରୁ ୦୭.୦୩
ରାତ୍ରି - ୦୮.୪୨ ରୁ ୦୨.୩୮
ରାତ୍ରି – ୦୪.୧୦ ରୁ ୦୫.୪୩

ଅଶୁଭ ସମୟ-

ରାହୁକାଳ- ଦିବା ୧୧.୩୪ ରୁ ୦୧.୦୧
କାଳବେଳା- ଦିବା ୦୮.୩୮ ରୁ ୧୦.୦୬
ବାରବେଳା- ଦିବା ୧୧.୩୪ ରୁ ୦୧.୦୧
କାଳରାତ୍ରି – ରାତ୍ରି ୦୨.୩୮ ରୁ ୦୪.୧୦

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ