Panchang Photograph: (OTV)
ସୈାର ତୁଳା ମାସ ମାର୍ଗଶୀର କୃଷ୍ଣପକ୍ଷ । ଇଂରାଜୀ ୦୮ ତାରିଖ ଶନିବାର । ଚନ୍ଦ୍ର – ବୃଷ ଦିବା ୧୧.୧୫ ଗତେ ମିଥୁନ । ତିଥି - ୩ୟା ପ୍ରାତଃ ୦୭.୩୨ ଗତେ ୪ର୍ଥୀ ରାତ୍ରି ୦୪.୨୫ ଗତେ ୫ମୀ । ଘାତଚନ୍ଦ୍ର – ବିଛା ରାଶିର , ଦିବା ୧୧.୧୫ ଗତେ କନ୍ୟା ରାଶିର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ପ୍ରାତଃ – ୦୭.୨୪ ରୁ ୦୮.୪୨
ଦିବା – ୧୧.୫୨ ରୁ ୧୨.୫୪
ଦିବା – ୦୨.୧୭ ରୁ ୦୨.୫୧
ଦିବା – ୦୩.୩୬ ରୁ ୦୩.୪୧
ରାତ୍ରି – ୦୨.୩୦ ରୁ ୦୩.୨୧
ଅଶୁଭ ସମୟ -
ରାହୁକାଳ - ଦିବା ୦୮.୪୨ ରୁ ୧୦.୦୬
କାଳବେଳା - ପ୍ରାତଃ ୦୫.୫୫ ରୁ ୦୭.୧୮ ଓ ଦିବା ୦୩.୪୧ ରୁ ୦୫.୦୫
ବାରବେଳା- ଦିବା ୧୨.୫୪ ରୁ ୦୨.୧୭
କାଳରାତ୍ରି – ସନ୍ଧ୍ୟା ୦୫.୦୫ ରୁ ୦୬.୪୧ ଓ ରାତ୍ରି ୦୪.୧୯ ରୁ ୦୫.୫୫
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)