Advertisment

Today Panchang 8th March 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୮ ରବିବାର । ଚନ୍ଦ୍ର – ତୁଳା ଅହୋରାତ୍ର । ତିଥି - ୫ମୀ ରାତ୍ରି ୦୯.୧୧ ଗତେ ୬ଷ୍ଠୀ । ଘାତଚନ୍ଦ୍ର – ନାସ୍ତି । ଘାତବାର – ମେଷ ରାଶିର ।

Panchang Today 28th August 2024
Advertisment

ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୮ ରବିବାର । ଚନ୍ଦ୍ର – ତୁଳା ଅହୋରାତ୍ର । ତିଥି - ୫ମୀ ରାତ୍ରି ୦୯.୧୧ ଗତେ ୬ଷ୍ଠୀ । ଘାତଚନ୍ଦ୍ର – ନାସ୍ତି । ଘାତବାର – ମେଷ ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୧.୩୨ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ-
ପ୍ରାତଃ – ୦୬.୦୪ ରୁ ୦୯.୫୯
ଦିବା – ୦୧.୨୫ ରୁ ୦୧.୫୫
ସନ୍ଧ୍ୟା – ୦୬.୩୯ ରୁ ୦୯.୦୬
ରାତ୍ରି – ୧୨.୨୧ ରୁ ୦୧.୨୮
ରାତ୍ରି – ୦୩.୦୦ ରୁ ୦୩.୩୭
ଅଶୁଭ ସମୟ-
ରାହୁକାଳ - ଦିବା ୦୪.୨୨ ରୁ ୦୫.୫୦
କାଳବେଳା – ଦିବା ୧୧.୫୭ ରୁ ୦୧.୨୫
ବାରବେଳା- ଦିବା ୧୦.୨୯ ରୁ ୧୧.୫୭
କାଳରାତ୍ରି – ରାତ୍ରି ୦୧.୨୮ ରୁ ୦୩.୦୦

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ