Panchang Photograph: (OTV)
Advertisment
ଆଜିର ପଞ୍ଚାଙ୍ଗ
ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୮ ସୋମବାର ।
ଚନ୍ଦ୍ର- କର୍କଟ ଅହୋରାତ୍ର
ତିଥି – ୪ର୍ଥୀ ଦିବା ୦୪.୦୩ ଗତେ ୫ମୀ
ଘାତଚନ୍ଦ୍ର - ନାସ୍ତି
ଘାତବାର- ମିଥୁନ ରାଶିର
ପୁଷ୍କର ଦୋଷ - ନାସ୍ତି
Advertisment
ଶୁଭ ସମୟ-
ପ୍ରାତଃ – ୦୬.୧୩ ରୁ ୦୭.୩୪
ଦିବା – ୦୯.୦୬ ରୁ ୧୧.୧୬
ରାତ୍ରି – ୦୭.୪୧ ରୁ ୧୦.୦୦
ରାତ୍ରି – ୦୨.୪୩ ରୁ ୦୩.୩୫
ଅଶୁଭ ସମୟ-
ରାହୁକାଳ- ପ୍ରାତଃ ୦୭.୩୪ ରୁ ୦୮.୫୫
କାଳବେଳା - ପ୍ରାତଃ ୦୭.୩୪ ରୁ ୦୮.୫୫
ବାରବେଳା- ଦିବା ୦୨.୨୧ ରୁ ୦୩.୪୨
କାଳରାତ୍ରି – ରାତ୍ରି ୧୦.୦୦ ରୁ ୧୧.୩୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/08/panchang-2025-12-08-08-51-13.jpg)