Panchang Photograph: (OTV)
ସୈାର ତୁଳା ମାସ ମାର୍ଗଶୀର କୃଷ୍ଣପକ୍ଷ । ଇଂରାଜୀ ୦୭ ତାରିଖ ଶୁକ୍ରବାର । ଚନ୍ଦ୍ର – ବୃଷ ଅହୋରାତ୍ର । ତିଥି - ୨ୟା ଦିବା ୧୧.୦୫ ଗତେ ୩ୟା । ଘାତଚନ୍ଦ୍ର – ବିଛା ରାଶିର ଅହୋରାତ୍ର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ୧ପାଦ-ପଶସମ୍ପଦ ନାଶ-ଅନ୍ନଦାନ ଦିବା ୧୧.୦୫ ପର୍ଯ୍ୟନ୍ତ ।
ଶୁଭ ସମୟ-
ପ୍ରାତଃ – ୦୫.୫୪ ରୁ ୦୬.୩୯
ପ୍ରାତଃ – ୦୭.୨୪ ରୁ ୦୮.୪୨
ଦିବା – ୧୧.୫୨ ରୁ ୦୨.୫୧
ଦିବା – ୦୩.୩୬ ରୁ ୦୫.୦୫
ସନ୍ଧ୍ୟା – ୦୫.୫୭ ରୁ ୦୮.୧୮
ରାତ୍ରି – ୧୧.୫୬ ରୁ ୦୧.୩୮
ରାତ୍ରି – ୦୨.୨୯ ରୁ ୦୪.୧୨
ଅଶୁଭ ସମୟ -
ରାହୁକାଳ - ଦିବା ୧୦.୦୬ ରୁ ୧୧.୩୦
କାଳବେଳା - ଦିବା ୧୦.୦୬ ରୁ ୧୧.୩୦
ବାରବେଳା- ଦିବା ୦୮.୪୨ ରୁ ୧୦.୦୬
କାଳରାତ୍ରି – ରାତ୍ରି ୦୮.୧୮ ରୁ ୦୯.୫୪
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/31/panchang-2025-10-31-07-59-57.jpg)