ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀ ତାରିଖ ୦୭ ଶନିବାର। ଚନ୍ଦ୍ର – କନ୍ୟା ଦିବା ୦୧.୨୨ ଗତେ ତୁଳା। ତିଥି – ୬ଷ୍ଠୀ ରାତ୍ରି ୦୨.୫୪ ଗତେ ୭ମୀ। ଘାତଚନ୍ଦ୍ର – ବୃଷ ରାଶିର ଦିବା ୦୧.୨୨ ପର୍ଯ୍ୟନ୍ତ। ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର।
ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୨.୫୪ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ
ଶୁଭ ସମୟ –
ଦିବା – ୧୦.୩୬ ରୁ ୦୧.୦୮
ରାତ୍ରି – ୦୮.୧୧ ରୁ ୧୦.୪୪
ରାତ୍ରି – ୧୨.୨୬ ରୁ ୦୨.୦୮
ରାତ୍ରି – ୦୨.୫୯ ରୁ ୦୪.୪୧
ଅଶୁଭ ସମୟ -
ରାହୁକାଳ – ଦିବା ୦୯.୧୨ ରୁ ୧୦.୩୬
କାଳବେଳା – ପ୍ରାତଃ ୦୬.୨୩ ରୁ ୦୭.୪୭ ଓ ଦିବା ୦୪.୧୩ ରୁ ୦୫.୩୮
ବାରବେଳା – ଦିବା ୦୧.୨୫ ରୁ ୦୨.୪୯
କାଳରାତ୍ରି - ସନ୍ଧ୍ୟା ୦୫.୩୮ ରୁ ୦୭.୧୩ ଓ ୦୪.୪୭ ରୁ ୦୬.୨୨
Today Panchang 7th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀ ତାରିଖ ୦୭ ଶନିବାର। ଚନ୍ଦ୍ର – କନ୍ୟା ଦିବା ୦୧.୨୨ ଗତେ ତୁଳା। ତିଥି – ୬ଷ୍ଠୀ ରାତ୍ରି ୦୨.୫୪ ଗତେ ୭ମୀ। ଘାତଚନ୍ଦ୍ର – ବୃଷ ରାଶିର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)