Advertisment

Today Panchang 6th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ତୁଳା ମାସ ମାର୍ଗଶୀର କୃଷ୍ଣପକ୍ଷ ଇଂରାଜୀ ୦୬ ତାରିଖ ଗୁରୁବାର । ଚନ୍ଦ୍ର – ମେଷ ଦିବା ୧୧.୪୭ ଗତେ ବୃଷ । ତିଥି - ପ୍ରତିପଦ ଦିବା ୦୨.୫୪ ଗତେ ୨ୟା । ଘାତଚନ୍ଦ୍ର – ମେଷ ରାଶିର , ଦିବା ୧୧.୪୭ ଗତେ ବିଛା ରାଶିର ।

Panchang

Panchang Photograph: (OTV)

Advertisment

ସୈାର ତୁଳା ମାସ ମାର୍ଗଶୀର କୃଷ୍ଣପକ୍ଷ ଇଂରାଜୀ ୦୬ ତାରିଖ ଗୁରୁବାର । ଚନ୍ଦ୍ର – ମେଷ ଦିବା ୧୧.୪୭ ଗତେ ବୃଷ । ତିଥି - ପ୍ରତିପଦ ଦିବା ୦୨.୫୪ ଗତେ ୨ୟା । ଘାତଚନ୍ଦ୍ର – ମେଷ ରାଶିର , ଦିବା ୧୧.୪୭ ଗତେ ବିଛା ରାଶିର । ଘାତବାର – ତିଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ପ୍ରାତଃ ୦୬.୩୩ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୨.୫୪ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୩.୨୭ ଗତେ ରୋହିଣୀ ନାସ୍ତି ୨ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
ଶୁଭ ସମୟ-
ପ୍ରାତଃ – ୦୫.୫୩ ରୁ ୦୭.୧୩
ସନ୍ଧ୍ୟା – ୦୫.୫୭ ରୁ ୦୯.୨୨
ରାତ୍ରି – ୦୧.୦୬ ରୁ ୦୩.୨୦
ରାତ୍ରି – ୦୪.୧୨ ରୁ ୦୫.୫୪
ଅଶୁଭ ସମୟ - 
ରାହୁକାଳ - ଦିବା ୧୨.୫୪ ରୁ ୦୨.୧୮
କାଳବେଳା - ଦିବା ୦୨.୧୮ ରୁ ୦୩.୪୨
ବାରବେଳା- ଦିବା ୦୩.୪୨ ରୁ ୦୫.୦୬
କାଳରାତ୍ରି – ରାତ୍ରି ୧୧.୩୦ ରୁ ୦୧.୦୬

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ