ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ। ଇଂରାଜୀ ୦୬ ତାରିଖ ମଙ୍ଗଳବାର। ଚନ୍ଦ୍ର - କର୍କଟ ଦିବା ୧୨.୧୯ ଗତେ ସିଂହ। ତିଥି – ୩ୟା ଦିବା ୦୮.୦୧. ଗତେ ୪ର୍ଥୀ। ଘାତଚନ୍ଦ୍ର - ଦିବା ୧୨.୧୯ ଗତେ କର୍କଟ ଓ ମକର ରାଶିର। ଘାତବାର – ମକର ରାଶିର। ପୁଷ୍କର ଦୋଷ – ୧ପାଦ - କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୬.୨୬ ରୁ ୦୭.୧୦
ଦିବା – ୦୯.୦୯ ରୁ ୧୧.୩୦
ସନ୍ଧ୍ୟା -୦୫.୧୮ ରୁ ୦୬.୫୬
ରାତ୍ରି – ୦୮.୩୫ ରୁ ୦୮.୪୮
ରାତ୍ରି – ୦୯.୪୧ ରୁ ୧୨.୧୮
ରାତ୍ରୀ -୦୨.୦୩ ରୁ ୦୩.୪୯
ନିଶାନ୍ତ -୦୪.୪୧ ରୁ ୦୬.୨୬
ଅଶୁଭ ସମୟ -
ରାହୁକାଳ – ଦିବା ୦୨.୩୫ ରୁ ୦୩.୫୬
କାଳବେଳା –ଦିବା ୦୧.୧୩ ରୁ ୦୨.୩୫
ବାରବେଳା – ପ୍ରାତଃ ୦୭.୪୮ ରୁ ୦୯.୦୯
କାଳରାତ୍ରି – ସନ୍ଧ୍ୟା- ୦୬.୫୬ ରୁ ୦୮.୩୫
Today Panchang 6th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ। ଇଂରାଜୀ ୦୬ ତାରିଖ ମଙ୍ଗଳବାର। ଚନ୍ଦ୍ର - କର୍କଟ ଦିବା ୧୨.୧୯ ଗତେ ସିଂହ। ତିଥି – ୩ୟା ଦିବା ୦୮.୦୧. ଗତେ ୪ର୍ଥୀ। ଘାତଚନ୍ଦ୍ର - ଦିବା ୧୨.୧୯ ଗତେ କର୍କଟ ଓ ମକର ରାଶିର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)