ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ। ଇଂରାଜୀ ୦୬ ତାରିଖ ଶନିବାର। ଚନ୍ଦ୍ର – ମିଥୁନ ଅହୋରାତ୍ର। ତିଥି - ୨ୟା ରାତ୍ରି ୦୯.୨୫ ଗତେ ୩ୟା। ଘାତଚନ୍ଦ୍ର – କନ୍ୟା ରାଶିର ଅହୋରାତ୍ର। ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୯.୨୫ ଗତେ ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୭.୩୮ ରୁ ୦୮.୫୪
ଦିବା – ୧୧.୫୯ ରୁ ୧୨.୫୯
ଦିବା – ୦୨.୨୦ ରୁ ୦୨.୫୩
ଦିବା – ୦୩.୩୬ ରୁ ୦୩.୪୧
ରାତ୍ରି – ୦୨.୪୨ ରୁ ୦୩.୩୪
ଅଶୁଭ ସମୟ -
ରାହୁକାଳ - ଦିବା ୦୮.୫୪ ରୁ ୧୦.୧୬
କାଳବେଳା - ପ୍ରାତଃ ୦୬.୧୧ ରୁ ୦୭.୩୩ ଓ ଦିବା ୦୩.୪୧ ରୁ ୦୫.୦୩
ବାରବେଳା - ଦିବା ୧୨.୫୯ ରୁ ୦୨.୨୦
କାଳରାତ୍ରି – ସନ୍ଧ୍ୟା ୦୫.୦୩ ରୁ ୦୬.୪୨ ଓ ନିଶାନ୍ତ ୦୪.୩୩ ରୁ ୦୬.୧୨
Today Panchang 6th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ। ଇଂରାଜୀ ୦୬ ତାରିଖ ଶନିବାର। ଚନ୍ଦ୍ର – ମିଥୁନ ଅହୋରାତ୍ର। ତିଥି - ୨ୟା ରାତ୍ରି ୦୯.୨୫ ଗତେ ୩ୟା। ଘାତଚନ୍ଦ୍ର – କନ୍ୟା ରାଶିର ଅହୋରାତ୍ର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740280214.jpg)