Advertisment

Today Panchang 5th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୦୫ ତାରିଖ ସୋମବାର । ଚନ୍ଦ୍ର  - କର୍କଟ ଅହୋରାତ୍ର । ତିଥି – ୨ୟା ଦିବା ୦୯.୫୬.୫୩  ଗତେ ୩ୟା । ଘାତଚନ୍ଦ୍ର - ନାସ୍ତି । ଘାତବାର –  ମିଥୁନ ରାଶିର ।

Panchang

Panchang Photograph: (OTV)

Advertisment

ଆଜିର ପଞ୍ଚାଙ୍ଗ    

ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୦୫ ତାରିଖ ସୋମବାର ।
ଚନ୍ଦ୍ର  - କର୍କଟ ଅହୋରାତ୍ର
ତିଥି – ୨ୟା ଦିବା ୦୯.୫୬.୫୩  ଗତେ ୩ୟା
ଘାତଚନ୍ଦ୍ର - ନାସ୍ତି
ଘାତବାର –  ମିଥୁନ ରାଶିର
ପୁଷ୍କର ଦୋଷ – ୧ପାଦ- ପଶୁସମ୍ପଦ ନାଶ -ଅନ୍ନ ଦାନ ଦିବା ୦୯.୫୬.୫୩ ପର୍ଯ୍ୟନ୍ତ

Advertisment

ଶୁଭ ସମୟ-

ପ୍ରାତଃ – ୦୬.୨୬ ରୁ ୦୭.୪୭
ଦିବା – ୦୯.୨୦ ରୁ ୧୧.୩୦
ରାତ୍ରି – ୦୭.୫୫ ରୁ ୧୦.୧୩
ରାତ୍ରି – ୦୨.୫୬ ରୁ ୦୩.୪୮

ଅଶୁଭ ସମୟ - 

ରାହୁକାଳ – ପ୍ରାତଃ ୦୭.୪୭ ରୁ ୦୯.୦୯
କାଳବେଳା –ପ୍ରାତଃ ୦୭.୪୭ ରୁ ୦୯.୦୯
ବାରବେଳା - ଦିବା ୦୨.୩୪ ରୁ ୦୩.୫୬
କାଳରାତ୍ରି – ରାତ୍ରି ୧୦.୧୩ ରୁ ୧୧.୫୨

Advertisment
Astrology Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ