Advertisment
ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୦୫ ଗୁରୁବାର। ଚନ୍ଦ୍ର – କନ୍ୟା ଅହୋରାତ୍ର। ତିଥି - ୪ର୍ଥୀ ରାତ୍ରି ୧୨.୨୨ ଗତେ ୫ମୀ। ଘାତଚନ୍ଦ୍ର – ବୃଷ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୦.୫୮ ପର୍ଯ୍ୟନ୍ତ।
ଶୁଭ ସମୟ-
ପ୍ରାତଃ – ୦୬.୨୪ ରୁ ୦୭.୫୩
ଦିବା – ୧୦.୫୩ ରୁ ୦୧.୦୮
ରାତ୍ରି – ୦୨.୫୯ ରୁ ୦୩.୫୦
ଅଶୁଭ ସମୟ-
ରାହୁକାଳ - ଦିବା ୦୧.୨୪ ରୁ ୦୨.୪୮
କାଳବେଳା - ଦିବା ୦୨.୪୮ ରୁ ୦୪.୧୩
ବାରବେଳା- ଦିବା ୦୪.୧୩ ରୁ ୦୫.୩୭
କାଳରାତ୍ରି – ରାତ୍ରି ୧୨.୦୦ ରୁ ୦୧.୩୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)