Advertisment

Today Panchang 5th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀ ୦୫ ତାରିଖ ଶୁକ୍ରବାର । ଚନ୍ଦ୍ର – ବୃଷ ରାତ୍ରି ୧୦.୧୬ ଗତେ ମିଥୁନ । ତିଥି – ପ୍ରତିପଦ ରାତ୍ରି ୧୨.୫୫ ଗତେ ୨ୟା । ଘାତଚନ୍ଦ୍ର – ବିଛା ରାଶିର , ରାତ୍ରି ୧୦.୧୬ ଗତେ କନ୍ୟା ରାଶିର

Panchang

Panchang Photograph: (OTV)

Advertisment

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀ ୦୫ ତାରିଖ ଶୁକ୍ରବାର । ଚନ୍ଦ୍ର – ବୃଷ ରାତ୍ରି ୧୦.୧୬ ଗତେ ମିଥୁନ । ତିଥି – ପ୍ରତିପଦ ରାତ୍ରି ୧୨.୫୫ ଗତେ ୨ୟା । ଘାତଚନ୍ଦ୍ର – ବିଛା ରାଶିର , ରାତ୍ରି ୧୦.୧୬ ଗତେ କନ୍ୟା ରାଶିର । ଘାତବାର – ବିଛା , ଧନୁ ଓ ମୀନ ରାଶିର ।  ପୁଷ୍କର ଦୋଷ – ରାତ୍ରି ୧୨.୫୫ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ

Advertisment

ଶୁଭ ସମୟ

ପ୍ରାତଃ – ୦୬.୧୧ ରୁ ୦୬.୫୪
ପ୍ରାତଃ – ୦୭.୩୮ ରୁ ୦୮.୫୪
ଦିବା – ୧୧.୫୮ ରୁ ୦୨.୫୨
ଦିବା – ୦୩.୩୬ ରୁ ୦୫.୦୩
ସନ୍ଧ୍ୟା – ୦୫.୫୫ ରୁ ୦୮.୨୦
ରାତ୍ରି – ୧୨.୦୩ ରୁ ୦୧.୪୮
ରାତ୍ରି – ୦୨.୪୧ ରୁ ୦୪.୨୬

ଅଶୁଭ ସମୟ 

ରାହୁକାଳ - ଦିବା ୧୦.୧୫ ରୁ ୧୧.୩୭
କାଳବେଳା - ଦିବା ୧୦.୧୫ ରୁ ୧୧.୩୭
ବାରବେଳା - ଦିବା ୦୮.୫୪ ରୁ ୧୦.୧୫
କାଳରାତ୍ରି – ରାତ୍ରି ୦୮.୨୦ ରୁ ୦୯.୫୮

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ