ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ। ଇଂରାଜୀ ୦୪ ତାରିଖ ମଙ୍ଗଳବାର । ଚନ୍ଦ୍ର – ମୀନ ଦିବା ୧୨.୩୩ ଗତେ ମେଷ । ତିଥି - ୧୪ଶୀ ରାତ୍ରି ୧୦.୩୬ ଗତେ ପୂର୍ଣ୍ଣିମା । ଘାତଚନ୍ଦ୍ର – ଧନୁ ରାଶିର , ଦିବା ୧୨.୩୩ ଗତେ ମେଷ ରାଶିର । ଘାତବାର – ମକର ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ପ୍ରାତଃ – ୦୫.୫୨ ରୁ ୦୬.୩୭
ଦିବା – ୦୮.୪୧ ରୁ ୧୧.୦୭
ସନ୍ଧ୍ୟା – ୦୫.୦୭ ରୁ ୦୬.୪୩
ରାତ୍ରି – ୦୮.୧୮ ରୁ ୦୮.୩୧
ରାତ୍ରି – ୦୯.୨୨ ରୁ ୧୧.୫୫
ରାତ୍ରି – ୦୧.୩୮ ରୁ ୦୩.୨୦
ରାତ୍ରି – ୦୪.୧୧ ରୁ ୦୫.୫୩
ଅଶୁଭ ସମୟ -
ରାହୁକାଳ - ଦିବା ୦୨.୧୮ ରୁ ୦୩.୪୩
କାଳବେଳା - ଦିବା ୧୨.୫୪ ରୁ ୦୨.୧୮
ବାରବେଳା- ପ୍ରାତଃ ୦୭.୧୭ ରୁ ୦୮.୪୧
କାଳରାତ୍ରି – ସନ୍ଧ୍ୟା ୦୬.୪୩ ରୁ ୦୮.୧୮
Today Panchang 4th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ। ଇଂରାଜୀ ୦୪ ତାରିଖ ମଙ୍ଗଳବାର । ଚନ୍ଦ୍ର – ମୀନ ଦିବା ୧୨.୩୩ ଗତେ ମେଷ । ତିଥି - ୧୪ଶୀ ରାତ୍ରି ୧୦.୩୬ ଗତେ ପୂର୍ଣ୍ଣିମା । ଘାତଚନ୍ଦ୍ର – ଧନୁ ରାଶିର , ଦିବା ୧୨.୩୩ ଗତେ ମେଷ ରାଶିର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)