Panchang Photograph: (OTV)
ଆଜିର ପଞ୍ଚାଙ୍ଗ
ସୌର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୪ ବୁଧବାର ।
ଚନ୍ଦ୍ର – ସିଂହ ଦିବା ୦୧.୪୬ ଗତେ କନ୍ୟା
ତିଥି - ପ୍ରତିପଦ ଦିବା ୦୪.୪୯ ଗତେ ୨ୟା
ଘାତଚନ୍ଦ୍ର – କର୍କଟ ଓ ମକର ରାଶିର,ଦିବା ୦୧.୪୬ ଗତେ ବୃଷ ରାଶିର
ଘାତବାର – କର୍କଟ ରାଶିର
ପୁଷ୍କରଦୋଷ – ପ୍ରାତଃ ୦୭.୩୯ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୪.୪୯ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ
ଶୁଭ ସମୟ -
ପ୍ରାତଃ – ୦୬.୦୭ ରୁ ୦୭.୪୧
ଦିବା – ୧୦.୩୦ ରୁ ୧୧.୩୫
ଦିବା – ୦୧.୫୫ ରୁ ୦୫.୦୨
ସନ୍ଧ୍ୟା – ୦୬.୩୮ ରୁ ୧୦.୪୪
ରାତ୍ରି – ୦୨.୦୧ ରୁ ୦୩.୦୨
ନିଶାନ୍ତ - ୦୪.୩୪ ରୁ ୦୬.୦୭
ଅଶୁଭ ସମୟ -
ରାହୁକାଳ - ଦିବା ୧୧.୫୮ ରୁ ୦୧.୨୬
କାଳବେଳା – ଦିବା ୦୯.୦୩ ରୁ ୧୦.୩୦
ବାରବେଳା- ଦିବା ୧୧.୫୮ ରୁ ୦୧.୨୬
କାଳରାତ୍ରି – ରାତ୍ରି ୦୩.୦୨ ରୁ ୦୪.୩୪
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/04/panchang-2026-03-04-09-51-39.jpg)