ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୦୪ ବୁଧବାର। ଚନ୍ଦ୍ର – ସିଂହ ରାତ୍ରି ୦୪.୨୦ ଗତେ କନ୍ୟା। ତିଥି – ୩ୟା ରାତ୍ରି ୧୨.୦୯ ଗତେ ୪ର୍ଥୀ। ଘାତଚନ୍ଦ୍ର – କର୍କଟ ଓ ମକର ରାଶିର,ରାତ୍ରି ୦୪.୨୦ ଗତେ ବୃଷ ରାଶିର। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ – ରାତ୍ରି ୧୦.୧୪ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ – ୦୬.୨୪ ରୁ ୦୭.୫୪
ଦିବା – ୧୦.୩୬ ରୁ ୧୧.୩୮
ଦିବା – ୦୧.୫୨ ରୁ ୦୪.୫୧
ସନ୍ଧ୍ୟା – ୦୬.୨୭ ରୁ ୧୦.୪୩
ରାତ୍ରି – ୦୨.୦୮ ରୁ ୦୩.୧୨
ନିଶାନ୍ତ - ୦୪.୪୮ ରୁ ୦୬.୨୪
ଅଶୁଭ ସମୟ-
ରାହୁକାଳ - ଦିବା ୧୨.୦୦ ରୁ ୦୧.୨୪
କାଳବେଳା - ଦିବା ୦୯.୧୨ ରୁ ୧୦.୩୬
ବାରବେଳା- ଦିବା ୧୨.୦୦ ରୁ ୦୧.୨୪
କାଳରାତ୍ରି – ରାତ୍ରି ୦୩.୧୨ ରୁ ୦୪.୪୮
Today Panchang 4th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୦୪ ବୁଧବାର। ଚନ୍ଦ୍ର – ସିଂହ ରାତ୍ରି ୦୪.୨୦ ଗତେ କନ୍ୟା। ତିଥି – ୩ୟା ରାତ୍ରି ୧୨.୦୯ ଗତେ ୪ର୍ଥୀ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)