Panchang Photograph: (OTV)
ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୦୪ ତାରିଖ ଗୁରୁବାର । ଚନ୍ଦ୍ର – ବୃଷ ଅହୋରାତ୍ର । ତିଥି – ୧୪ଶୀ ଦିବା ୦୮.୩୭ ଗତେ ପୂର୍ଣ୍ଣିମା ନିଶାନ୍ତ ୦୪.୪୩ ଗତେ ପ୍ରତିପଦ । ଘାତଚନ୍ଦ୍ର – ବିଛା ରାଶିର ଅହୋରାତ୍ର । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୨.୫୪ ପର୍ଯ୍ୟନ୍ତ ।
ଶୁଭ ସମୟ
ପ୍ରାତଃ – ୦୬.୧୦ ରୁ ୦୭.୩୭
ସନ୍ଧ୍ୟା – ୦୫.୫୫ ରୁ ୦୯.୨୫
ରାତ୍ରି – ୦୧.୧୫ ରୁ ୦୩.୩୩
ରାତ୍ରି – ୦୪.୨୬ ରୁ ୦୬.୧୧
ଅଶୁଭ ସମୟ
ରାହୁକାଳ - ଦିବା ୧୨.୫୮ ରୁ ୦୨.୧୯
କାଳବେଳା - ଦିବା ୦୨.୧୯ ରୁ ୦୩.୪୧
ବାରବେଳା - ଦିବା ୦୩.୪୧ ରୁ ୦୫.୦୨
କାଳରାତ୍ରି – ରାତ୍ରି ୧୧.୩୭ ରୁ ୦୧.୧୫
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/01/panchang-2025-12-01-08-14-35.jpg)