Advertisment
ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ। ଇଂରାଜୀ ୦୩ ତାରିଖ ସୋମବାର। ଚନ୍ଦ୍ର – ମୀନ ଅହୋରାତ୍ର। ତିଥି – ୧୩ଶୀ ରାତ୍ରି ୦୨.୦୬ ଗତେ ୧୪ଶୀ। ଘାତଚନ୍ଦ୍ର – ଧନୁ ରାଶିର ଅହୋରାତ୍ର। ଘାତବାର – ମିଥୁନ ରାଶିର। ପୁଷ୍କର ଦୋଷ – ନାସ୍ତି
ଶୁଭ ସମୟ-
ପ୍ରାତଃ – ୦୫.୫୨ ରୁ ୦୭.୧୬
ଦିବା – ୦୮.୫୨ ରୁ ୧୧.୦୭
ରାତ୍ରି – ୦୭.୪୦ ରୁ ୦୯.୫୪
ରାତ୍ରି – ୦୨.୨୮ ରୁ ୦୩.୧୯
ଅଶୁଭ ସମୟ -
ରାହୁକାଳ - ପ୍ରାତଃ ୦୭.୧୬ ରୁ ୦୮.୪୧
କାଳବେଳା - ପ୍ରାତଃ ୦୭.୧୬ ରୁ ୦୮.୪୧
ବାରବେଳା- ଦିବା ୦୨.୨୮ ରୁ ୦୩.୪୩
କାଳରାତ୍ରି – ରାତ୍ରି ୦୯.୫୪ ରୁ ୧୧.୩୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)