Advertisment
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୦୩ ମଙ୍ଗଳବାର । ଚନ୍ଦ୍ର – ସିଂହ ଅହୋରାତ୍ର । ତିଥି - ପୂର୍ଣ୍ଣିମା ସନ୍ଧ୍ୟା ୦୫.୦୭ ଗତେ ପ୍ରତିପଦ ।ଘାତଚନ୍ଦ୍ର – କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର – ମକର ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ଦିବା – ୦୯.୦୩ ରୁ ୧୦.୪୮
ଦିବା – ୦୧.୦୮ ରୁ ୦୧.୨୬
ଦିବା – ୦୪.୨୧ ରୁ ୦୫.୦୨
ସନ୍ଧ୍ୟା – ୦୫.୪୮ ରୁ ୦୬.୩୮
ରାତ୍ରି – ୦୯.୦୫ ରୁ ୧୧.୩୩
ରାତ୍ରି – ୦୨.୦୧ ରୁ ୦୩.୪୦
ଅଶୁଭ ସମୟ-
ରାହୁକାଳ - ଦିବା ୦୨.୫୩ ରୁ ୦୪.୨୧
କାଳବେଳା – ଦିବା ୦୧.୨୬ ରୁ ୦୨.୫୩
ବାରବେଳା- ପ୍ରାତଃ ୦୭.୩୬ ରୁ ୦୯.୦୩
କାଳରାତ୍ରି – ସନ୍ଧ୍ୟା ୦୭.୨୧ ରୁ ୦୮.୫୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)