ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ। ଇଂରାଜୀ ୦୩ ତାରିଖ ଶନିବାର। ଚନ୍ଦ୍ର – ମିଥୁନ ଅହୋରାତ୍ର। ତିଥି - ପୂର୍ଣ୍ଣିମା ଦିବା ୦୩.୩୨ ଗତେ ପ୍ରତିପଦ। ଘାତଚନ୍ଦ୍ର - କନ୍ୟା ରାଶିର ଅହୋରାତ୍ର। ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ସନ୍ଧ୍ୟା ୦୫.୨୭ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ – ୦୭.୫୨ ରୁ ୦୯.୦୮
ଦିବା – ୧୨.୧୨ ରୁ ୦୧.୧୨
ଦିବା – ୦୨.୩୩ ରୁ ୦୩.୦୬
ଦିବା – ୦୩.୪୯ ରୁ ୦୩.୫୫
ରାତ୍ରି – ୦୨.୫୫ ରୁ ୦୩.୪୮
ଅଶୁଭ ସମୟ -
ରାହୁକାଳ - ଦିବା ୦୯.୦୮ ରୁ ୧୦.୨୯
କାଳବେଳା - ପ୍ରାତଃ ୦୬.୨୫ ରୁ ୦୭.୪୭ ଓ ଦିବା ୦୩.୫୫ ରୁ ୦୫.୧୬
ବାରବେଳା - ଦିବା ୦୧.୧୨ ରୁ ୦୨.୩୩
କାଳରାତ୍ରି – ସନ୍ଧ୍ୟା ୦୫.୧୬ ରୁ ୦୬.୫୫ ଓ ନିଶାନ୍ତ ୦୪.୪୭ ରୁ ୦୬.୨୬
Today Panchang 3rd January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ। ଇଂରାଜୀ ୦୩ ତାରିଖ ଶନିବାର। ଚନ୍ଦ୍ର – ମିଥୁନ ଅହୋରାତ୍ର। ତିଥି - ପୂର୍ଣ୍ଣିମା ଦିବା ୦୩.୩୨ ଗତେ ପ୍ରତିପଦ। ଘାତଚନ୍ଦ୍ର - କନ୍ୟା ରାଶିର ଅହୋରାତ୍ର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)