ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ। ଇଂରାଜୀରେ ତାରିଖ ୦୩ ବୁଧବାର। ଚନ୍ଦ୍ର- ମେଷ ରାତ୍ରି ୧୧.୧୩ ଗତେ ବୃଷ। ତିଥି – ୧୩ଶୀ ଦିବା ୧୨.୨୬ ଗତେ ୧୪ଶୀ। ଘାତଚନ୍ଦ୍ର - ମେଷ ରାଶିର , ରାତ୍ରି ୧୧.୧୩ ଗତେ ବିଛା ରାଶିର। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ – ସନ୍ଧ୍ୟା ୦୫.୫୯ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ – ୦୬.୧୦ ରୁ ୦୮.୨୦
ଦିବା – ୧୦.୩୧ ରୁ ୧୧.୩୬
ଦିବା – ୦୧.୨୫ ରୁ ୦୩.୩୫
ସନ୍ଧ୍ୟା – ୦୫.୫୫ ରୁ ୦୬.୪୭
ରାତ୍ରି – ୦୮.୩୨ ରୁ ୦୨.୫୩
ନିଶାନ୍ତ - ୦୪.୩୨ ରୁ ୦୬.୧୦
ଅଶୁଭ ସମୟ-
ରାହୁକାଳ- ଦିବା ୧୧.୩୬ ରୁ ୧୨.୫୮
କାଳବେଳା - ଦିବା ୦୮.୫୩ ରୁ ୧୦.୧୪
ବାରବେଳା- ଦିବା ୧୧.୩୬ ରୁ ୧୨.୫୮
କାଳରାତ୍ରି – ରାତ୍ରି ୦୨.୫୩ ରୁ ୦୪.୩୨
Today Panchang 3rd December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ। ଇଂରାଜୀରେ ତାରିଖ ୦୩ ବୁଧବାର। ଚନ୍ଦ୍ର- ମେଷ ରାତ୍ରି ୧୧.୧୩ ଗତେ ବୃଷ। ତିଥି – ୧୩ଶୀ ଦିବା ୧୨.୨୬ ଗତେ ୧୪ଶୀ। ଘାତଚନ୍ଦ୍ର - ମେଷ ରାଶିର , ରାତ୍ରି ୧୧.୧୩ ଗତେ ବିଛା ରାଶିର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)