Advertisment

Today Panchang 31st January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀରେ  ତାରିଖ ୩୧ ଶନିବାର। ଚନ୍ଦ୍ର- ମିଥୁନ ରାତ୍ରି ୦୮.୦୧ ଗତେ କର୍କଟ। ତିଥି – ୧୩ଶୀ ଦିବା ୦୮.୨୫ ଗତେ ୧୪ଶୀ ନିଶାନ୍ତ ୦୫.୫୨ ଗତେ ପୂର୍ଣ୍ଣିମା।

Panchang Today 28th August 2024
Advertisment

ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀରେ  ତାରିଖ ୩୧ ଶନିବାର। ଚନ୍ଦ୍ର- ମିଥୁନ ରାତ୍ରି ୦୮.୦୧ ଗତେ କର୍କଟ। ତିଥି – ୧୩ଶୀ ଦିବା ୦୮.୨୫ ଗତେ ୧୪ଶୀ ନିଶାନ୍ତ ୦୫.୫୨ ଗତେ ପୂର୍ଣ୍ଣିମା। ଘାତଚନ୍ଦ୍ର – କନ୍ୟା ରାଶିର ରାତ୍ରି ୦୮.୦୧ ପର୍ଯ୍ୟନ୍ତ। ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୧.୩୪ ଗତେ ୧ପାଦ-କୃଷିିହାନି-ଭୂମିଦାନ।
ଶୁଭ ସମୟ-
ଦିବା – ୧୦.୩୬ ରୁ ୦୧.୦୬
ରାତ୍ରି – ୦୮.୦୮ ରୁ ୧୦.୪୨
ରାତ୍ରି – ୧୨.୨୫ ରୁ ୦୨.୦୮
ରାତ୍ରି – ୦୨.୫୯ ରୁ ୦୪.୪୨
ଅଶୁଭ ସମୟ-
ରାହୁକାଳ - ଦିବା ୦୯.୧୩ ରୁ ୧୦.୩୬
କାଳବେଳା - ପ୍ରାତଃ ୦୬.୨୫ ରୁ ୦୭.୪୯ ଓ ଦିବା ୦୪.୧୦ ରୁ ୦୫.୩୪
ବାରବେଳା- ଦିବା ୦୧.୨୩ ରୁ ୦୨.୪୭
କାଳରାତ୍ରି – ସନ୍ଧ୍ୟା ୦୫.୩୪ ରୁ ୦୭.୧୦ ଓ ନିଶାନ୍ତ ୦୪.୪୯ ରୁ ୦୬.୨୫

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ