Advertisment
ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୩୦ ତାରିଖ ଗୁରୁବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି - ୮ମୀ ଦିବା ୧୦.୦୬ ଗତେ ୯ମୀ। ଘାତଚନ୍ଦ୍ର – ସିଂହ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ – ନାସ୍ତି
ଶୁଭ ସମୟ-
ପ୍ରାତଃ – ୦୫.୫୦ ରୁ ୦୭.୧୧
ସନ୍ଧ୍ୟା – ୦୬.୦୦ ରୁ ୦୯.୨୩
ରାତ୍ରି – ୦୧.୦୫ ରୁ ୦୩.୧୮
ରାତ୍ରି – ୦୪.୦୯ ରୁ ୦୫.୫୧
ଅଶୁଭ ସମୟ-
ରାହୁକାଳ- ଦିବା ୧୨.୫୫ ରୁ ୦୨.୨୦
କାଳବେଳା- ଦିବା ୦୨.୨୦ ରୁ ୦୩.୪୪
ବାରବେଳା- ଦିବା ୦୩.୪୪ ରୁ ୦୫.୦୯
କାଳରାତ୍ରି – ରାତ୍ରି ୧୧.୩୦ ରୁ ୦୧.୦୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)