ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀ ତାରିଖ ୩୦ ଶୁକ୍ରବାର। ଚନ୍ଦ୍ର – ମିଥୁନ ଅହୋରାତ୍ର। ତିଥି - ୧୨ଶୀ ଦିବା ୧୧.୦୯ ଗତେ ୧୩ଶୀ। ଘାତଚନ୍ଦ୍ର – କନ୍ୟା ରାଶିର ଅହୋରାତ୍ର। ଘାତବାର – ବିଛା,ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ଦିବା ୧୧.୦୯ ପର୍ଯନ୍ତ , ତା’ପରେ ରାତ୍ରି ୦୩.୨୭ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
ଶୁଭ ସମୟ –
ପ୍ରାତଃ – ୦୬.୨୬ ରୁ ୦୭.୧୦
ପ୍ରାତଃ – ୦୭.୫୫ ରୁ ୦୯.୧୩
ଦିବା – ୧୨.୨୨ ରୁ ୦୨.୩୫
ଦିବା – ୦୪.୦୪ ରୁ ୦୫.୩୩
ସନ୍ଧ୍ୟା – ୦୭.୧୬ ରୁ ୦୮.୪୬
ରାତ୍ରି – ୦୨.୦୮ ରୁ ୦୪.୪୩
ଅଶୁଭ ସମୟ -
ରାହୁକାଳ – ଦିବା ୧୦.୩୬ ରୁ ୧୧.୫୯
କାଳବେଳା – ଦିବା ୧୦.୩୬ ରୁ ୧୧.୫୯
ବାରବେଳା – ଦିବା ୦୯.୧୩ ରୁ ୧୦.୩୬
କାଳରାତ୍ରି - ରାତ୍ରି ୦୮.୪୬ ରୁ ୧୦.୨୩
Today Panchang 30th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀ ତାରିଖ ୩୦ ଶୁକ୍ରବାର। ଚନ୍ଦ୍ର – ମିଥୁନ ଅହୋରାତ୍ର। ତିଥି - ୧୨ଶୀ ଦିବା ୧୧.୦୯ ଗତେ ୧୩ଶୀ। ଘାତଚନ୍ଦ୍ର – କନ୍ୟା ରାଶିର ଅହୋରାତ୍ର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)