Advertisment
ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀ ୦୨ ତାରିଖ ଗୁରୁବାର । ଚନ୍ଦ୍ର – ମକର ଅହୋରାତ୍ର । ତିଥି – ୧୦ମୀ ସନ୍ଧ୍ୟା ୦୭.୧୧ ଗତେ ୧୧ଶୀ । ଘାତଚନ୍ଦ୍ର – ସିଂହ ରାଶିର ଅହୋରାତ୍ର । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୯.୧୨ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ-
ପ୍ରାତଃ – ୦୫.୪୧ ରୁ ୦୭.୧୫
ସନ୍ଧ୍ୟା – ୦୬.୧୯ ରୁ ୦୯.୩୪
ରାତ୍ରି – ୦୧.୦୭ ରୁ ୦୩.୧୫
ରାତ୍ରି – ୦୪.୦୪ ରୁ ୦୫.୪୧
ଅଶୁଭ ସମୟ -
ରାହୁକାଳ - ଦିବା ୦୧.୦୪ ରୁ ୦୨.୩୩
କାଳବେଳା – ଦିବା ୦୨.୩୩ ରୁ ୦୪.୦୧
ବାରବେଳା- ଦିବା ୦୪.୦୧ ରୁ ୦୫.୩୦
କାଳରାତ୍ରି – ରାତ୍ରି ୧୧.୩୬ ରୁ ୦୧.୦୭
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)