ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ। ଇଂରାଜୀରେ ତାରିଖ ୦୨ ମଙ୍ଗଳବାର। ଚନ୍ଦ୍ର- ମେଷ ଅହୋରାତ୍ର। ତିଥି – ୧୨ଶୀ ଦିବା ୦୩.୫୭ ଗତେ ୧୩ଶୀ। ଘାତଚନ୍ଦ୍ର - ମେଷ ରାଶିର ଅହୋରାତ୍ର। ଘାତବାର- ମକର ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୩.୫୭ ଗତେ ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୬.୦୯ ରୁ ୦୬.୫୨
ଦିବା – ୦୮.୫୨ ରୁ ୧୧.୧୪
ସନ୍ଧ୍ୟା – ୦୫.୦୨ ରୁ ୦୬.୪୧
ରାତ୍ରି – ୦୮.୧୯ ରୁ ୦୮.୩୨
ରାତ୍ରି – ୦୯.୨୫ ରୁ ୧୨.୦୨
ରାତ୍ରି – ୦୧.୪୭ ରୁ ୦୩.୩୨
ରାତ୍ରି – ୦୪.୨୫ ରୁ ୦୬.୧୦
ଅଶୁଭ ସମୟ-
ରାହୁକାଳ- ଦିବା ୦୨.୧୯ ରୁ ୦୩.୪୦
କାଳବେଳା - ଦିବା ୧୨.୫୭ ରୁ ୦୨.୧୯
ବାରବେଳା- ପ୍ରାତଃ ୦୭.୩୧ ରୁ ୦୮.୫୨
କାଳରାତ୍ରି – ସନ୍ଧ୍ୟା ୦୬.୪୧ ରୁ ୦୮.୧୯
Today Panchang 2nd December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ। ଇଂରାଜୀରେ ତାରିଖ ୦୨ ମଙ୍ଗଳବାର। ଚନ୍ଦ୍ର- ମେଷ ଅହୋରାତ୍ର। ତିଥି – ୧୨ଶୀ ଦିବା ୦୩.୫୭ ଗତେ ୧୩ଶୀ। ଘାତଚନ୍ଦ୍ର - ମେଷ ରାଶିର ଅହୋରାତ୍ର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)