Advertisment

Today Panchang 28th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୮ ତାରିଖ ମଙ୍ଗଳବାର। ଚନ୍ଦ୍ର- ଧନୁ ରାତ୍ରି ୧୦.୧୩ ଗତେ ମକର। ତିଥି- ୬ଷ୍ଠୀ ଦିବା ୦୮.୦୦ ଗତେ ୭ମୀ। ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର, ରାତ୍ରି ୧୦.୧୩ ଗତେ ସିଂହ ରାଶିର।

Panchang
Advertisment

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୮ ତାରିଖ ମଙ୍ଗଳବାର। ଚନ୍ଦ୍ର- ଧନୁ ରାତ୍ରି ୧୦.୧୩ ଗତେ ମକର। ତିଥି- ୬ଷ୍ଠୀ ଦିବା ୦୮.୦୦ ଗତେ ୭ମୀ। ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର, ରାତ୍ରି ୧୦.୧୩ ଗତେ ସିଂହ ରାଶିର। ଘାତବାର- ମକର ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୮.୦୦ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୩.୪୪ ଗତେ ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ – ୦୫.୪୯ ରୁ ୦୬.୩୫
ଦିବା – ୦୮.୪୦ ରୁ ୧୧.୦୭
ସନ୍ଧ୍ୟା – ୦୫.୧୦ ରୁ ୦୬.୪୫
ରାତ୍ରି – ୦୮.୨୦ ରୁ ୦୮.୩୩
ରାତ୍ରି – ୦୯.୨୪ ରୁ ୧୧.୫୫
ରାତ୍ରି – ୦୧.୩୭  ରୁ ୦୩.୧୮
ରାତ୍ରି – ୦୪.୦୮ ରୁ ୦୫.୫୦
ଅଶୁଭ ସମୟ-
ରାହୁକାଳ- ଦିବା ୦୨.୨୦ ରୁ ୦୩.୪୫
କାଳବେଳା- ଦିବା ୧୨.୫୫ ରୁ ୦୨.୨୦
ବାରବେଳା- ପ୍ରାତଃ ୦୭.୧୪ ରୁ ୦୮.୪୦
କାଳରାତ୍ରି – ସନ୍ଧ୍ୟା ୦୬.୪୫ ରୁ ୦୮.୨୦

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ