Panchang Photograph: (OTV)
ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୨୮ ତାରିଖ ଶୁକ୍ରବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର । ତିଥି – ୮ମୀ ରାତ୍ରି ୧୨.୧୫ ଗତେ ୯ମୀ । ଘାତଚନ୍ଦ୍ର - ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ରାତ୍ରି ୦୨.୪୮ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ଶୁଭ ସମୟ
ପ୍ରାତଃ – ୦୬.୦୬ ରୁ ୦୬.୫୦
ପ୍ରାତଃ – ୦୭.୩୪ ରୁ ୦୮.୫୦
ଦିବା – ୧୧.୫୬ ରୁ ୦୨.୫୧
ଦିବା – ୦୩.୩୪ ରୁ ୦୫.୦୨
ସନ୍ଧ୍ୟା – ୦୫.୫୪ ରୁ ୦୮.୧୮
ରାତ୍ରି – ୧୨.୦୧ ରୁ ୦୧.୪୫
ରାତ୍ରି – ୦୨.୩୮ ରୁ ୦୪.୨୨
ଅଶୁଭ ସମୟ
ରାହୁକାଳ - ଦିବା ୧୦.୧୨ ରୁ ୧୧.୩୪
କାଳବେଳା - ଦିବା ୧୦.୧୨ ରୁ ୧୧.୩୪
ବାରବେଳା - ଦିବା ୦୮.୫୦ ରୁ ୧୦.୧୨
କାଳରାତ୍ରି – ରାତ୍ରି ୦୮.୧୮ ରୁ ୦୯.୫୬
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/21/panchang-2025-11-21-08-01-03.jpg)