Advertisment
ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀ ତାରିଖ ୨୮ ବୁଧବାର। ଚନ୍ଦ୍ର – ବୃଷ ଅହୋରାତ୍ର। ତିଥି - ୧୦ମୀ ଦିବା ୦୪.୩୬ ଗତେ ୧୧ଶୀ। ଘାତଚନ୍ଦ୍ର – ବିଛା ରାଶିର ଅହୋରାତ୍ର। ଘାତବାର – କର୍କଟ ରାଶିର। ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୯.୨୬ ପର୍ଯନ୍ତ।
ଶୁଭ ସମୟ –
ପ୍ରାତଃ – ୦୬.୨୬ ରୁ ୦୭.୫୫
ଦିବା – ୧୦.୩୬ ରୁ ୧୧.୩୭
ଦିବା – ୦୧.୫୦ ରୁ ୦୪.୪୮
ସନ୍ଧ୍ୟା – ୦୬.୨୪ ରୁ ୧୦.୪୨
ରାତ୍ରି – ୦୨.୦୮ ରୁ ୦୩.୧୩
ନିଶାନ୍ତ - ୦୪.୪୯ ରୁ ୦୬.୨୬
ଅଶୁଭ ସମୟ -
ରାହୁକାଳ – ଦିବା ୧୧.୫୯ ରୁ ୦୧.୨୨
କାଳବେଳା – ଦିବା ୦୯.୧୩ ରୁ ୧୦.୩୬
ବାରବେଳା – ଦିବା ୧୧.୫୯ ରୁ ୦୧.୨୨
କାଳରାତ୍ରି - ରାତ୍ରି ୦୩.୧୩ ରୁ ୦୪.୪୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)