Advertisment

Today Panchang 28th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୮ ଶନିବାର । ଚନ୍ଦ୍ର – କର୍କଟ ଅହୋରାତ୍ର । ତିଥି - ୧୨ଶୀ ରାତ୍ରି ୦୮.୪୩ ଗତେ ୧୩ଶୀ । ଘାତଚନ୍ଦ୍ର – ନାସ୍ତି ।

Panchang Today 28th August 2024
Advertisment

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୮ ଶନିବାର । ଚନ୍ଦ୍ର – କର୍କଟ ଅହୋରାତ୍ର । ତିଥି - ୧୨ଶୀ ରାତ୍ରି ୦୮.୪୩ ଗତେ ୧୩ଶୀ
ଘାତଚନ୍ଦ୍ର – ନାସ୍ତି । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କରଦୋଷ – ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୯.୩୫ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୮.୪୩ ଗତେ ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ଦିବା – ୧୦.୩୨ ରୁ ୦୧.୦୯
ରାତ୍ରି – ୦୮.୧୬ ରୁ ୧୦.୪୪
ରାତ୍ରି – ୧୨.୨୩ ରୁ ୦୨.୦୨
ରାତ୍ରି – ୦୨.୫୨ ରୁ ୦୪.୩୧
ଅଶୁଭ ସମୟ-
ରାହୁକାଳ - ଦିବା ୦୯.୦୫ ରୁ ୧୦.୩୨
କାଳବେଳା - ପ୍ରାତଃ ୦୬.୧୦ ରୁ ୦୭.୩୮ ଓ ଦିବା ୦୪.୨୦ ରୁ ୦୫.୪୭
ବାରବେଳା- ଦିବା ୦୧.୨୬ ରୁ ୦୨.୫୩
କାଳରାତ୍ରି – ସନ୍ଧ୍ୟା ୦୫.୪୭ ରୁ ୦୭.୨୦ ଓ ନିଶାନ୍ତ ୦୪.୩୭ ରୁ ୦୬.୧୦

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ